April 19, 2025

ରାଜସ୍ଥାନ କଂଗ୍ରେସରେ ପୁଣି ଫାଟ; ଗେହଲଟଙ୍କ ବିରୋଧରେ ମୁହଁ ଖୋଲିଲେ ପାଇଲଟ୍

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ପୁଣି ଦେଖାଦେଇଛି ଫାଟ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟଙ୍କ କଳହ ପୁଣି ଦାଣ୍ଡରେ ପଡ଼ିଛି । ପାଇଲଟ୍ ମୁଖ୍ୟମନ୍ତ୍ରୀଙ୍କ ନାମ ରେ ଆଣିଛନ୍ତି ଗୁରୁତର ଅଭିଯୋଗ । ଗେହଲଟ୍ – ବସୁନ୍ଧରା ରାଜେଙ୍କ ସହ ମିଶି କାମ କରୁଥିବାର କହିଛନ୍ତି

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia