April 22, 2025

ରାଜଧାନୀ ରାସ୍ତାରେ କଡରେ ପଡ଼ିଛି ନରକଙ୍କାଳ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ କଡରେ ପଡ଼ିଛି ନରକଙ୍କାଳ । ଭୁବନେଶ୍ୱର ପଟିଆ କଳାରାହାଙ୍ଗ ଅଞ୍ଚଳରୁ ଏକାଧିକ ଖପୁରୀ ଜବତ । କଳାରାହାଙ୍ଗର ଏକ ପୋଲ ତଳୁ ଏହି ଖପୁରୀ ଓ କିଛି ହାଡ଼ ମିଳିଛି । ପାଖାପାଖି ୭ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia