April 23, 2025

ରାଜଧାନୀର ୩ଟି ମଲ୍‌ରେ ଟୀକାଦାନ ଆରମ୍ଭ

ଭୁବନେଶ୍ୱର: ଏଥର ରାଜଧାନୀ ଭୁବନେଶ୍ୱର ମଲ୍ ରେ ମିଳିବ କରୋନା ଟିକା । ଗୁରୁବାର ଅର୍ଥାତ୍ ଆଜିଠାରୁ ରଜଧାନୀର ୩ଟି ମଲରେ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ଅଧିକରୁ ଅଧିକ ଲୋକ ଯେପରି ବୁଷ୍ଟର ଡୋଜ୍ ପାଇପାରିବେ ତାହକୁ ନଜର ରଖି ବିଏମସି ଏହି ନିଷ୍ପତ୍ତି ନେଇଛି । ଲୋକମାନେ ବିଭିନ୍ନ ଡାକ୍ତରଖାନ ସମେତ ରୁଦ୍ରପୁରସ୍ଥିତ ସିମ୍ଫୋନି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia