April 30, 2025

ରାଉରକେଲାରେ ହର୍ ଘର୍ ତ୍ରିରଙ୍ଗା ଓ ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ରାଉରକେଲା: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଉରକେଲା ରେଳ ଷ୍ଟେସନ ଠାରେ ହର୍ ଘର୍ ତ୍ରିରଙ୍ଗା, ଆଜାଦୀ କା ଅମୃତ ମହୋତ୍ସବ ଏବଂ ବିଭାଜନ ବିଭୀଷିକା ସ୍ମୃତି ଦିବସ ପରିପ୍ରେକ୍ଷୀରେ ଭାରତ ସରକାରଙ୍କ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଫଟୋ ପ୍ରଦର୍ଶନୀର ଉଦଘାଟନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia