April 25, 2025

ରାଉରକେଲାରେ ଗଡିବ ‘ମୋ ବସ୍‌’

ଭୁବନେଶ୍ବର: ରାଉରକେଲାରେ ଗଡିବ ‘ମୋ ବସ୍‌’ । ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ୍’ । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉ । ଏହି ଅପରେଟର ବାଛିବା ପାଇଁ କ୍ରୁଟ୍‌ ପକ୍ଷରୁ ଟେଣ୍ଡର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia