ଯାଆଁଳା ସନ୍ତାନର ମା’ ହେବେ ଆଲିଆ !

ମୁମ୍ବାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଟୁଇନ୍ସ ସନ୍ତାନ ହେବା ଖବରକୁ ନେଇ ଆଜି ବେଶ ଚର୍ଚ୍ଚା ହେବାରେ ଲାଗିଛି ।ରଣବୀର କପୁର ଏବଂ ଆଲିଆଙ୍କ ବିବାହ ପରଠୁ ଉଭୟ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ନିକଟରେ କିଛି ବନ୍ଧୁ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ବିବାହ କରିଥିଲେ ବିବାହରଫଟୋ ସୋସିଆଲ ମିଡିଆରେ ଖୁବ୍‌

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia