April 30, 2025

ମୌସୁମୀ ଖେଳୁଛି ଲୁଚକାଳି, ଶ୍ରାବଣରେ ସିଝୁଛି ଓଡିଶା: ଆହୁରି ଦୁଇରୁ ତିନି ଦିନ ତାତି

ଭୁବନେଶ୍ବର: ମୌସୁମୀ ଖେଳୁଛି ଲୁଚକାଳି ଖେଳ । ଶ୍ରାବଣରେ ବି ସିଝୁଛି ଓଡିଶା । ରାଜ୍ୟରେ ଏବେ ଅସହ୍ୟ ଗୁଳୁଗୁଳି । ତେବେ ଆଗାମୀ ୨ ରୁ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଏହି ଭଳି ତାପମାତ୍ରା ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦିନ ତାପମାତ୍ରା ସ୍ୱାଭାବିକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia