April 22, 2025

‘ମୋ ବସ୍’କୁ ମିଳିଲା ଜାତୀୟ ସମ୍ମାନ, ମିଳିଲା ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨

ଭୁବନେଶ୍ୱର: ସିଟି ବସ୍‍ ସେବା କ୍ଷେତ୍ରରେ ଯାତ୍ରୀମାନଙ୍କୁ ଉତ୍ତମ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ଦେଉଥିବା ‘ମୋ ବସ୍‍’କୁ ପୁଣି ଥରେ ଜାତୀୟ ସ୍ତରରେ ମିଳିଛି ସଫଳତା । ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨ ମିଳିଛି ‘ମୋ ବସ୍‍’କୁ । ପୂର୍ବରୁ ମଧ୍ୟ ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା  କ୍ରୁଟ୍‍କୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia