April 22, 2025

ମେମୋରୀ ଲେନରେ ମିହିର: ଇଲେକ୍ସନ ବି କାକା କରେ…. ସିଲେକ୍ସନ ବି କାକା କରେ…

Mihir Das News: “ଇଲେକ୍ସନ, ଇଲେକ୍ସନ କହି କାକାକୁ ଚମକାଇବ ନାଇଁ… କାରଣ ଇଲେକ୍ସନ ବି କାକା କରେ…. ସିଲେକ୍ସନ ବି କାକା କରେ… ” । ଆଉ ଶୁଭିବନି କାକାର ଏହି ଦମଦାର ଡାଏଲକ୍ । ଓଡିଆ ଚଳଚ୍ଚିତ୍ର ଜଗତରେ ମିହିର ଦାସ, ଏହା କେବଳ ଏକ ନାଁ ନୁହେଁ । ଏହି ମଣିଷଟେ ଥିଲେ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia