April 20, 2025

ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟି: ‘ରାଉରକେଲାରୁ ଯୋଗଦେବାକୁ ଯାଇଥିଲେ ୩୭ ଜଣ’

ରାଉରକେଲା: ମୁମ୍ବାଇ କ୍ରୁଜ୍ ପାର୍ଟିରେ ଯୋଗଦେବାକୁ ରାଉରକେଲାରୁ ଯାଇଥିଲେ ୩୭ ଜଣ । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗିରଫ ହୋଇଥିବା ମନୀଷ ରାଜଗରିଆଙ୍କ ବାପା । ତାଙ୍କ ପୁଅ କୌଣସି ନିଶାଦ୍ରବ୍ୟ ସେବନ କରିନି ବୋଲି ମଧ୍ୟ ସେ କହିଛନ୍ତି । “ମୋ ପୁଅର ପାଖରୁ କେବଳ 2.4ଗ୍ରାମ ଗଞ୍ଜେଇ ଜବତ ହୋଇଛି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia