ମୁଖ୍ୟମନ୍ତ୍ରୀଙ୍କୁ ‘ଲାଇଫ୍ ଟାଇମ ଆଚିଭମେଂଟ ସମ୍ମାନରେ ସମ୍ମାନିତ କରାଯିବ’

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଢେ ଚାରି କୋଟି ଓଡ଼ି଼ଶା ବାସିଙ୍କ ସେବାରେ ଗତ ୨୫ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରି ଚାଲିଛନ୍ତି ନବୀନ ପଟ୍ଟନାୟକ । ନିଜ ଦୃଢ ନେତୃତ୍ୱ ପାଇଁ ଶ୍ରେଷ୍ଠ ଶାସକ ନବୀନ ପଟ୍ଟନାୟାକ ପାଇବେ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’ । ଆସନ୍ତା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia