April 20, 2025

‘ମୁଁ ସିଏମ୍ ହେବାକୁ ଏଠାକୁ ଆସି ନାହିଁ, କିନ୍ତୁ ମୁଁ କେନ୍ଦ୍ରର ଦାଦାଗିରି ଚାଲିବାକୁ ଦେବି ନାହିଁ’ – ମମତା ବାନାର୍ଜୀ

ପାନାଜୀ : ଗୋଆ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉତ୍ସାହ ଆହୁରି ତୀବ୍ର ହୋଇଛି । ବିଜେପିକୁ ଶାସନ ଗାଦିରୁ ହଟାଇବା ପାଇଁ ମମତାଙ୍କ ଟିଏମସି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ନିର୍ବାଚନୀ ମଇଦାନ ମଜବୁତ କରିବାରେ ଲାଗିଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia