April 20, 2025

‘ମୁଁ ବିଜେପିକୁ ଯାଉ ନାହିଁ କିନ୍ତୁ ମୁଁ କଂଗ୍ରେସରେ ମଧ୍ୟ ରହିବି ନାହିଁ’ : କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି ଯେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ନାହିଁ । ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ପ୍ରାୟ ଏକ ଘଣ୍ଟା ଧରି ଭେଟିବା ପରେ ସେ ବିଜେପିରେ ଯୋଗଦେବେ ବୋଲି କଳ୍ପନା ଜଳ୍ପନାର ବିଷୟ ଉପରେ ଅମରିନ୍ଦର ସିଂହ ଆଜି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia