ଭୁବନେଶ୍ୱର: ଓଡ଼ିଶା ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପାର୍ଥିବ ଶରୀରକୁ ଦିଆଯିବ ଗାର୍ଡ ଅଫ୍ ଅନର । ଏନେଇ ସୂଚନା ଦେଇଛନ୍ତି ଅଭିନେତା କୁନା ତ୍ରିପାଠୀ । ତେବେ ବର୍ତ୍ତମାନ ମିହିର ଦାସଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ପୈତୃକ ବାସଭବନକୁ ନିଆଯାଇଛି, ସେଠାରେ ତାଙ୍କୁ ଅନେକ ଲୋକ ଭେଟି ଶେଷ ଦର୍ଶନ କରିବେ
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia
More Stories
ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ, ଘରକୁ ଆସିଲା କୁନି ପରୀ
କମି ଚାଲିଛି ‘ଆଦିପୁରୁଷ’ର ଆୟ, ବମ୍ପର ଓପନିଂ ପରେ ଫ୍ଲପ୍ ହେଲା ଫିଲ୍ମ: ଆଜି ହୋଇଛି ମାତ୍ର ଏତିକି କଲେକ୍ସନ
ବିବାଦରେ ‘ଆଦିପୁରୁଷ’: ବଦଳିବ ସିନେମାର ଡାଏଲଗ, ସମାଲୋଚନା କରୁଛନ୍ତି ଦର୍ଶକ