April 29, 2025

ମିଶନ ଶକ୍ତି ମହିଳାଙ୍କୁ ଶାଢ଼ୀ ସହ ଡୋକ୍ରାରେ ତିଆରି ଲୋଗୋ ପ୍ରଦାନ

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କୁ ଟାଟା ପାୱାର ପକ୍ଷରୁ ଡ୍ରେସ କୋଡ଼ ବାବଦରେ ୫ ହଜାର ମାଣିଆ ବନ୍ଧ ଶାଢୀ ଓ ଢେଙ୍କାନାଳର ଡୋକ୍ରାରେ ତିଆରି ଲୋଗୋ ପ୍ରଦାନ କରାଯାଇଛି ।  ଗତ ୨ ବର୍ଷ ହେବ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଟାଟା ପାୱାର ପକ୍ଷରୁବିଲ ଆଦାୟ କରୁଛନ୍ତି । ଏବେ ଏକା ରଙ୍ଗର ଶାଢୀ ପନ୍ଧି ବିଲ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia