April 23, 2025

ମିଳିଲା ଲାଇସେନ୍ସ: ଏଣିକି ଜୟପୁରରୁ ଉଡ଼ାଣ ଭରିବ ବିମାନ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ନବନର୍ମିତ ବିମାନବନ୍ଦରକୁ ବିମାନ ଉଡାଣ ନେଇ ଅନୁମତି ମିଳିଛି । ଉଡାନ୍‌ ଦିବସର ଗୋଟିଏ ଦିନ ପୂର୍ବରୁ ମିଳିଛି ଜୟପୁରକୁ ଅନୁମତି ମିଳିଛି। ‘ଉଡାନ୍‌’ ‌‌ଯୋଜନାରେ ବିମାନ ଚଳାଚଳ ନେଇ ଅକ୍ଟୋବର ୨୦ ତାରିଖରେ ଲାଇସେନ୍ସ ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia