April 21, 2025

ମିର୍ଜାପୁର ସିଜନ 3 ପୋଷ୍ଟ ସେୟାର କଲେ ଅଲି ଫଜଲ

ମୁମ୍ବାଇ: ପରଦାରେ ଗୁଡ୍ଡୁ ଭୈୟାଙ୍କ ଭୂମିକାକୁ ଜୀବନ୍ତ କରିଦେଇଥିଲେ ଅଭିନେତା ଅଲି ଫଜଲ । ଏବେ ପୁଣି ଥରେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି । ଅଭିନେତା ଏହି ଚର୍ଚ୍ଚିତ ୱେବ ସିରିଜର ସିଜନ 3ର ସୁଟିଂ ଆରମ୍ଭ କରିଛନ୍ତି । ସିରିଜରେ ତାଙ୍କର ଲୁକ୍ ସେୟାର କରି ପ୍ରଶଂସକଙ୍କୁ ଉତ୍ସାହିତ କରିଛନ୍ତି ଅଲି ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia