ମାଲକାନଗିରି ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ମୋଟୁ ବନ୍ୟା ଯୋଗୁଁ ଏବେ ବି ଅନେକ ଗାଁ ଜଳ ମଗ୍ନ ହୋଇ ରହିଛି । ଅଲମା, ପେଟା, ବିନାୟକପୁର, ମିରଲିଗୁଡ଼ା ଗାଁ ଜଳମଗ୍ନ ହୋଇ ପଡ଼ିଥିବାରୁ ସେଠାରେ ଡଙ୍ଗା ଯୋଗେ ରିଲିଫ ପ୍ରଦାନ କରାଯାଉଛି । ଆନ୍ଧ୍ର କାଲେରୁ ଅଞ୍ଚଳରେ ମଧ୍ୟ ଅଗ୍ନିଶମ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia