ମାର୍ଚ୍ଚ ସୁଦ୍ଧା ସବୁ ଗାଡ଼ିରେ ଲାଗିବ ପ୍ୟାନିକ୍‌ ବଟନ ଓ ଟ୍ରାକିଂ ଡିଭାଇସ୍‌

ଭୁବନେଶ୍ୱର: ଏଣିକି ସବୁ ଗାଡିରେ ଲାଗିବ ପ୍ୟାନିକ୍‌ ବଟନ ଓ ଟ୍ରାକିଂ ଡିଭାଇସ୍‌ । ଗାଡ଼ିର ବେଗ ଠାରୁ ଆରମ୍ଭ କରି ପରମିଟ୍‌ ପର୍ଯ୍ୟନ୍ତ ସବୁ କିଛି ଜାଣିହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍‌ । ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ରହିବ ଏହି ବ୍ୟବସ୍ଥା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia