April 25, 2025

ମାଟ୍ରିକ ଫଳ ପ୍ରକାଶ ପୂର୍ବରୁ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । ଫଳ ପ୍ରକାଶ ପୂର୍ବରୁ ପରୀକ୍ଷା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୋର୍ଡ଼ ସଭାପତି, ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ରହିଛନ୍ତି। ଅପରାହ୍ନ 1ଟାବେଳେ ଫଳ ପୁସ୍ତିକା ପ୍ରକାଶ ପାଇବ ଏବଂ 2 ଟା ସମୟରେ ୱେବ୍ସସାଇଟରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia