April 20, 2025

ମା’ଙ୍କ ନାମରେ ଦେଶକୁ 25 କୋଟି ଦାନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଛି। ଅକ୍ଷୟ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ମା’ଙ୍କ ମୃତ୍ୟୁ ଖବର ଦେଇଥିଲେ। ଏଥିସହିତ ପ୍ରଶଂସକମାନେ ତାଙ୍କ ମା’ଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ସେ ନିଜ ମା’ଙ୍କ ଫଟୋକୁ ସୋସିଆଲ ମିଡିଆ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia