April 21, 2025

ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ “ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂୟୁନାଇଟେଡ୍ ନେସନ୍ସ କ୍ୟାପିଟାଲ୍ ଡେଭ୍ଲପ୍ମେଣ୍ଟ ଫଣ୍ଡ (ୟୁଏନ୍ସିଡ଼ିଏଫ୍) ଜାତିସଂଘ ପୁଂଜିବିକାଶ ପାଣ୍ଠି ମଧ୍ୟରେ ଆଜି ଅପରାହ@ରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ସହ “ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ ହୋଇଛିା ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଏବଂ ଲିଙ୍ଗଗତ ସମାନତାକୁ ଦୃଢ଼ୀଭୂତ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାର ଏବଂୟୁଏନ୍ସିଡ଼ିଏଫର ଏହା

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia