April 24, 2025

ମହିଳାଙ୍କ ପ୍ରତି ହେଉଥିବା ଅପରାଧର ତୁରନ୍ତ ରିପୋର୍ଟ ହେଉ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: #CallItOut ଅଭିଯାନରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ତୁରନ୍ତ ରିପୋର୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଇଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ମୂଳ ଭେଦଭାବ ଏବଂ ଅସମାନତା ମଧ୍ୟରେ ରହିଛି। ମହିଳାଙ୍କ ପ୍ରତି ହେଉଥିବା ଅପରାଧର ସମାଧାନ ଏକ ଆହ୍ୱାନପୂର୍ଣ୍ଣ ସମସ୍ୟା। ଏହି ବିଷୟରେ ସଚେତନତା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia