କଟକ: ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରେ ସିବିଆଇ ଚଢାଉ କରିଥିଲା । ବର୍ତ୍ତାମାନ ଶେଷ ହେଲା ସିବିଆଇର ଚଢ଼ାଉ । ଚଢ଼ାଉ ପରେ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ପଚରାଉଚରା ପାଇଁ ନେଇଛି ଟିମ୍ । ମହିମା ମିଶ୍ରଙ୍କ ଘରୁ ଜବତ ହୋଇଥିବା ଦସ୍ତାବିଜରେ ଯାଞ୍ଚ କରିବ ତଦନ୍ତକାରୀ ଦଳ । {image-oip15-1659621894.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Accused in Rs 3cr financial fraud held from Assam
4 CWC members dismissed over ‘gross negligence’
Students applying for admission on SAMS can now seek help for mental health issues