April 20, 2025

ମହାରାଷ୍ଟ୍ର ପଂଚାୟତ ନିର୍ବାଚନ: ଆରଏସଏସ ଗଡରେ କଂଗ୍ରେସର ବିପୁଳ ବିଜୟ

ନାଗପୁର: ମହାରାଷ୍ଟ୍ରରେ ୮୪ ଜିଲ୍ଲା ପରିଷଦ ସିଟ୍ ଏବଂ ୧୪୧ ଟି ପଂଚାୟତ ସମିତି ସିଟ୍ ନିମନ୍ତେ ହୋଇଥିବା ଉପ ନିର୍ବାଚନରେ ଜାରି ରହିଛି ଭୋଟ୍ ଗଣତି । ମୋଟ ଜିଲ୍ଲା ପରିଷଦ ସିଟ୍ ପାଇଁ ୩୬୭ ଏବଂ ପଂଚାୟତ ସମିତିଗୁଡ଼ିକ ପାଇଁ ୫୫୫ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ତେବେ ରାଷ୍ଟ୍ରୀୟ ସ୍ୱୟଂ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia