April 22, 2025

ମହାରାଷ୍ଟ୍ର ନଗର ପଞ୍ଚାୟତ ନିର୍ବାଚନ ଫଳାଫଳ: ଏକକ ବୃହତ ଦଳ ହେଲା ବିଜେପି, ଶାସକ ଗଠବନ୍ଧନ ପୋଛିନେଲା ଅଧାରୁ ଅଧିକ ସିଟ

ମୁମ୍ବାଇ: ମହାରାଷ୍ଟ୍ରରେ ଘୋଷଣା ହୋଇଛି ନଗର ପଂଚାୟତ ନିର୍ବାଚନ ଫଳାଫଳ । ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇ ଜାହିର କରିଛି ନିଜର ପତିଆରା । ତେବେ ଏନସିପି-ଶିବସେନା ଏବଂ କଂଗ୍ରେସର ମହା ବିକାଶ ଅଗାଡି ଗଠବନ୍ଧନ ମିଳିତ ଭାବରେ ଦଖଲ କରିଛନ୍ତି ଅଧାରୁ ଅଧିକ ସିଟ। ଏହି ନିର୍ବାଚନ ଫଳାଫଳ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia