April 22, 2025

ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କୁ ଝଟକା, ମହାବିକାଶ ଅଘାଡ଼ି ଗଠବନ୍ଧନରୁ ଅଲଗା ହେଲା ଏହ ଦଳ

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଉଦ୍ଧବ ଠାକରେ ସରକାରକ ଲାଗିଛି ଏକ ବଡ଼ ଝଟକା । ମହା ବିକାଶ ଅଘାଡ଼ିର ଏକ ଅଂଶ ଥିବା ସ୍ୱାଭିମାନୀ ପକ୍ଷ ଆଉ ଏହି ମିଳିତ ମଞ୍ଚର ଅଂଶ ରହିବ ନାହିଁ ବୋଲି ଘୋଷଣା କରିଛି । ମଙ୍ଗଳବାର ଦିନ ତାଙ୍କ ଦଳର ସମ୍ମିଳନୀରେ ମିଳିତ ମଞ୍ଚର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia