April 30, 2025

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୃତ

କାମାକ୍ଷାନଗର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ। ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୁଝେଇ ଟ୍ରକ୍ ଚାପିଦେଲା । ଏହି ଦୁଃଖଦ ଘଟଣା ଘଟିଛି NH-53 ପଥରଖମ୍ବ ଛକ ନିକଟରେ ସଡ଼କ ଦୁର୍ଘଟଣା । ମହୁଲ ଟୋଲ ପେଶିବାକୁ ମୁକ୍ତାପଶି ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ସମସ୍ତ ମୃତକ ସ୍ଥାନୀୟ ବାଙ୍ଗୁରା ଗାଁର ବୋଲି ସୂଚନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia