April 30, 2025

ଭୁବନେଶ୍ୱର ବିମାନବନ୍ଦରରେ ପାଇବେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର: ଏଥର ଆପଣ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଭିତରେ ପାଇପାରିବେ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ । ଯାହା ଏବେ ଯାତ୍ରୀଙ୍କୁ ଆକୃଷ୍ଟ କରୁଛି । ଦିନକୁ ଦିନ ଚାହିଦା ମଧ୍ୟ ବଢିବାରେ ଲାଗିଛି । ୨ମାସ ଭିତରେ ମୋଟ ଅଢେଇ ଲକ୍ଷ ଟଙ୍କାର ବିକ୍ରି ବଟା ହୋଇସାରିଛି । ମାସକୁ ପ୍ରାୟ ୮୦

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia