April 22, 2025

ଭୁବନେଶ୍ୱର ପ୍ରତିଷ୍ଠା ଦିବସ: ୭୪ ବର୍ଷରେ ପାଦ ଥାପିଲା ରାଜ୍ୟ ରାଜଧାନୀ

74th Bhubaneswar Foundation Day: ମନ୍ଦିର ମାଳିନୀରୁ ସ୍ମାର୍ଟ ସିଟି । ଏକାମ୍ର କ୍ଷେତ୍ରରୁ ରାଜ୍ୟର ରାଜଧାନୀ । ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିବା ଏହି ମାୟାନଗରୀକୁ ଆଜି ୭୪ ବର୍ଷ ପୂରିଛି । ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia