April 30, 2025

ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଛାତରୁ ଡେଇଁପଡି ରୋଗୀ ମୃତ । ଛାତରେ ହ୍ୱିଲ ଚେୟାରରେ ବୁଲୁଥିବା ବେଳେ ଡେଇଁ ପଡିଲେ । ମୃତ ରୋଗୀ ଜଣକ ହେଲେ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ । ସେ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଥିଲେ । ସ୍ତ୍ରୀ ହ୍ୱିଲ ଚେୟାରରେ ବୁଲାଉଥିବା ବେଳେ ସେ ଛାତରୁ ଡେଇଁ ପଡିଲେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia