April 20, 2025

ଭୁପେନ୍ଦ୍ର ପଟେଲ କିଏ ? ଜାଣନ୍ତୁ, ତାଙ୍କ ରାଜନୈତିକ କ୍ୟାରିୟର ବିଷୟରେ…

ଅହମ୍ମଦାବାଦ: ବିଜେପି ଶାସିତ ରାଜ୍ୟରେ ଗତ କିଛି ଦିନ ହେବ ଅଶାନ୍ତି ଲାଗି ରହିଛି। ପ୍ରଥମେ, ଉତ୍ତରାଖଣ୍ଡରେ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ହଟାଇବା ପରେ ତିରଥ ସିଂ ରାୱତ ତାଙ୍କ ସ୍ଥାନ ନେଇଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କୁ ହଟାଇ ଦିଆଯାଇଥିଲା ଏବଂ ପୁଷ୍କର ସିଂ ଧାମଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia