April 20, 2025

ଭିନ୍ନକ୍ଷମଙ୍କ ପାଇଁ ଅନନ୍ୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଝୁମ ଇଣ୍ଡିଆ ସିଜନ-୫ ଆୟୋଜିତ

ଭୁବନେଶ୍ବର: ଭିନ୍ନକ୍ଷମଙ୍କ ପାଇଁ ଆନ୍ତର୍ଜାତୀୟସ୍ତରର ଅନନ୍ୟ ପ୍ରତିଭା କାର୍ଯ୍ୟକ୍ରମ ଝୁମ-ଇଣ୍ଡିଆର ୫ମ ସିଜନ୍ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଛି। ଚଳିତ ନଭେମ୍ବର ମାସ ୧୩ ତାରିଖରେ ଅନଲାଇନ ମାଧ୍ୟମରେ । ଶାନ୍ତିଧାମ ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ଆୟୋଜିତ ଏହି ପ୍ରତିଭା ପ୍ରଦର୍ଶନୀରେ ଅନ୍ତର୍ଭୁକ୍ତ ହୋଇଥିଲା  ନୃତ୍ୟ, ଗୀତ, ସ୍ପିଡ୍ ପେଣ୍ଟିଂ, ଅଭିନୟ, ମିମିକ୍ରି, ଆଙ୍କରିଙ୍ଗ୍ ଏବଂ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia