April 20, 2025

ଭବାନୀପୁର ଉପ ନିର୍ବାଚନ : ଭୋଟରଙ୍କୁ ଟିଏମସି ଟଙ୍କା ବାଣ୍ଟିଥିବା ନେଇ ବିଜେପି ପ୍ରାର୍ଥୀଙ୍କ ଅଭିଯୋଗ

କୋଲକାତା : ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମତଦାନ ଜାରି ରହିଛି । ଏହି ହାଇ ପ୍ରୋଫାଇଲ୍ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିର ପ୍ରିୟଙ୍କା ଟିବରେୱାଲଙ୍କ ମଧ୍ୟରେ କଡ଼ା ସଂଘର୍ଷ ରହିଛି । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ଟିଏମସି କିଛି ଲୋକଙ୍କୁ ଭୋଟ୍ ଦେବା ପାଇଁ ଟଙ୍କା ବାଣ୍ଟୁଛି । ଏନେଇ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia