April 20, 2025

ଭବାନୀପୁରରେ ଦିଲୀପ ଘୋଷଙ୍କୁ ଘେରିଲେ ଟିଏମସି ସମର୍ଥକ, ସୁରକ୍ଷା କର୍ମୀଙ୍କୁ ବାହାର କରିବାକୁ ପଡିଲା ପିସ୍ତଲ

କୋଲକାତା : ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଏହି ଆସନ ଜିତିବା ପାଇଁ ଟିଏମସି ଏବଂ ବିଜେପି ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଛନ୍ତି । ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କୁ ହରାଇବା ପାଇଁ ବିଜେପି ସମସ୍ତ ପ୍ରକାର ପ୍ରୟାସ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia