April 30, 2025

ବ୍ରହ୍ମପୁରର ପ୍ରସିଦ୍ଧ ମା’ କାଳୁଆ ଯାତ୍ରା

ବ୍ରହ୍ମପୁର: ରେଶମ ନଗରୀରେ ପ୍ରତ୍ୟକ ବର୍ଷ ଗୋସାଇଁନୂଆଗାଁ ଅଞ୍ଚଳର ଆରାଧ୍ୟାଦେବୀ ମା’ କାଳୁଆଙ୍କ ପ୍ରସିଦ୍ଧ ଯାତ୍ରା ଆୟୋଜିତ ହୋଇଥାଏ । ପରମ୍ପରା ଅନୁଯାୟୀ ମା’ କାଳୁଆଙ୍କ ଯାତ୍ରା ପବିତ୍ର ମହାଳୟା ଅମାବାସ୍ୟା ରାତିରେ ଆରମ୍ଭ ହୋଇ କୁମାରପୂର୍ଣ୍ଣିମା ରାତିରେ ଉଦଯାପିତ ହୋଇଥାଏ । ସୂଚନା ଅନୁସାରେ ଚଳିତ ବର୍ଷ ଏହି ପୁରାତନ ଓ ପ୍ରିସିଦ୍ଧ ଯାତ୍ରା ଆସନ୍ତା ୨୫ ତାରିଖରୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia