April 21, 2025

ବ୍ରଜରାଜନଗର ଉପନିର୍ବାଚନ: ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଲି ହେବ ଭୋଟ ଗଣତି । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା । ସ୍ଥାନୀୟ ଇଂଜିନିୟରିଂ କଲେଜ ଠାରେ ହେବ ଭୋଟ ଗଣତି। ପ୍ରଥମେ ୩୦ ମିନିଟ ପୋଷ୍ଟାଲ ବାଲଟ ପେପର ଭୋଟ ଗଣତି କରାଯିବ। ପରେ ଇଭିଏମ ଭୋଟ ଗଣତି କରାଯିବ। ମୋଟ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia