April 22, 2025

ବେହୋସ୍ ଅବସ୍ଥାରେ ସ୍ତ୍ରୀଙ୍କୁ କଣ କହିଥିଲେ କପିଲ ? ନିଜେ କଲେ ଖୁଲାସା

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କର କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ କୋଟି କୋଟି ପ୍ରଶଂସକ ଅଛନ୍ତି। ତାଙ୍କ କମେଡି ଶୋ’ରେ ତାଙ୍କୁ ଲାଇଭ୍ ଦେଖିବାକୁ ବିଦେଶର ଲୋକମାନେ ମଧ୍ୟ ଆସନ୍ତି । କପିଲ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଜାଳିଆ କାହାଣୀ କହି ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି । ଏଥି ସହିତ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia