April 21, 2025

ବିର୍ସା ମୁଣ୍ଡାଙ୍କ ଗୌରବମୟ ପରିଚିତି ଭବିଷ୍ୟତ ପିଢି ପାଇଁ ପ୍ରେରଣା ହୋଇ ରହିବ

ଭୁବନେଶ୍ବର: ଭାରତ ଭୂମିର ସ୍ଵାଧୀନତା ପାଇଁ ଯେଉଁ ସଂଘର୍ଷମୟ ସଂଗ୍ରାମ ଜାରି ରହିଥିଲା ସେଥିରେ ଓଡ଼ିଶାର ବହୁ ବୀର ସଂଗ୍ରାମୀ ନିଜର ସର୍ବସ୍ୱ ତ୍ୟାଗକରି ଆତ୍ମ ବଳିଦାନ ଦେଇଥିଲେ । ଶହୀଦ ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳୀ ଦେଇଥିଲେ । ଆଜି ସଂଧ୍ୟାରେ ସୂଚନା ଓ ଲୋକସଂପର୍କ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia