April 19, 2025

ବିରୋଧୀଙ୍କ ମେଳି ପରେ ବିଜେପିର ଆକ୍ସନ: ୧୩ ରାଜ୍ୟ ସଭାପତିଙ୍କ ବୈଠକ, ୪ ରାଜ୍ୟରେ ନୂଆ ମୁଖିଆଙ୍କ ନିଯୁକ୍ତି

ମିଶନ ୨୦୨୪କୁ ନେଇ ଅଧିକ ସକ୍ରିୟ ହୋଇଛି ବିଜେପି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଘର ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛି ଦଳ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳ ପକ୍ଷରୁ ନିଆଯାଇଛି ଆଉ ଏକ ପଦକ୍ଷେପ । ପଞ୍ଜାବ, ତେଲେଙ୍ଗନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia