April 24, 2025

ବିବାହ ପରେ ପଦାରେ ପଡ଼ିଲା ନବବଧୂର ପ୍ରକୃତ ପରିଚୟ

ଭଦ୍ରକ: ଫେସବୁକରୁ ପ୍ରେମ, ଆଉ ପ୍ରେମପରେ ବିବାହ । ହିନ୍ଦୁ ରୀତିନୀତି ଅନୁସାରେ ବିବାହ ପରେ ଘରେ ପ୍ରବେଶ କଲେ ନବ ଦମ୍ପତ୍ତି । ଯେଉଁ ପ୍ରେମିକାକୁ ନେଇ ସୁଖର ସଂସାର ଗଢ଼ିବା ପାଇଁ ପ୍ରେମିକ ସ୍ୱପ୍ନ ଦେଖିଥିଲେ, ତାହା ନିମିଷକ ମଧ୍ୟରେ ଭାଙ୍ଗି ଚୂରମାର ହୋଇଗଲା । କାରଣ ପତ୍ନୀ ବନିଥିବା ପ୍ରେମିକା ନାରୀ ନୁହେଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia