April 20, 2025

ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କଲେ ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀ

ଭୋପାଳ : ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କ ବିଜ୍ଞାପନକୁ ସୋଶାଲ ମିଡ଼ିଆ ବ୍ୟତୀତ ଅନେକ ଦିଗରୁ ସମାଲୋଚନା କରାଯାଉଛି । ଏହି ସମୟରେ ଖବର ଆସିଛି ଯେ ସେ ଏହି ବିଜ୍ଞାପନ ପ୍ରତ୍ୟାହାର କରିଛନ୍ତି । ସୋଶାଲ ମିଡିଆରେ ଟ୍ରୋଲ କରାଯାଉଥିବା ସବ୍ୟସାଚୀଙ୍କ ବିଜ୍ଞାପନ ହଟାଇବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର 24 ଘଣ୍ଟା ଅଲ୍ଟିମେସନ୍

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia