April 30, 2025

ବିପଦ ସଂକେତ ଉପରେ ବୈତରଣୀ

ଭୁବନେଶ୍ୱର: ବିପଦ ସଂକେତ ଉପରେ ବୈତରଣୀ । ଉପରମୁଣ୍ତାରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେଚ ଟପିଲା । ଭଦ୍ରକ ଆଖୁଆପଦାରେ ବିପଜ ସଂକେତ ଟପିଲା ବୈତରଣୀ ନଦୀ ଆଜି ଦିନ ୧୨ଟା ସୁଦ୍ଧା ୧୭.୮୩ ମିଟର ଜଳସ୍ତର ରହିଥିଲା ।   ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ରାଜ୍ୟର ଉପରମୁଣ୍ଡରେ ପ୍ରବଳରୁ ପ୍ରବଳ ବର୍ଷା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia