April 22, 2025

ବିଧାୟକ ଶପଥ ଗ୍ରହଣ କରିବାକୁ ବିଧାନସଭାକୁ ଯାଇପାରିବେ ନାହିଁ ଆଜମ୍ ଖାନ୍, କୋର୍ଟଙ୍କ ଝଟକା

ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ନେତା ତଥା ରାମପୁର ସହରରୁ ନିର୍ବାଚିତ ଆଜମ ଖାନଙ୍କ ସମସ୍ୟା ହ୍ରାସ ହେବାର ନାମ ନେଉନାହିଁ । ବର୍ତ୍ତମାନ କୋର୍ଟ ତାଙ୍କୁ ଏକ ବଡ ଝଟକା ଦେଇଛନ୍ତି । ଏହି କାରଣରୁ ସେ ବିଧାନସଭାକୁ ଯାଇ ଶପଥ ନେଇ ପାରିବେ ନାହିଁ । ବାସ୍ତବରେ, ଜେଲ ପ୍ରଶାସନର ଆବେଦନକୁ କୋର୍ଟ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia