April 19, 2025

ବିଧାନ ସଭାର ମୌସୁମୀ ଅଧିବେଶନ: ଜାଣନ୍ତୁ କଣ ରହିଛି ପ୍ରସଙ୍ଗ

ଷୋଡଶ ବିଧାନ ସଭାର ୭ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି କୋବିଡ କଟକଣା ମଧ୍ୟରେ। ଏହି ମୌସୁମୀ ଅଧିବେଶନରେ ରହିଛି ୮ଟି କାର୍ଯ୍ୟ ଦିବସ । ଏହି ଅଧିବେଶନ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଚଳିତ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍‌ ମେମ୍ବର୍ସ ବିଜିନେସ୍‌ ପାଇଁ ଓ ଅନ୍ୟ ସମସ୍ତ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia