April 20, 2025

ବିଧାନସଭା: ମାହାଙ୍ଗା ଓ ମରୁଡି ପ୍ରସଙ୍ଗକୁ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ହଟ୍ଟଗୋଳ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ହୋ ହଲ୍ଲା ଆରମ୍ଭ କରି ଦେଇଛନ୍ତି । ମାହାଙ୍ଗା ଡବଲ ମର୍ଡର ଓ ରାଜ୍ୟରେ ସମ୍ଭାବ୍ୟ ମରୁଡିକୁ ନେଇ ବିଧାନସଭାରେ ହଙ୍ଗାମା । ନାରାବାଜି ଓହଙ୍ଗାମା ଯୋଗୁଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia