April 22, 2025

ବିଧାନସଭା ନିର୍ବାଚନ ଫଳାଫଳ ଦେଶରେ ନୂତନ ରାଜନୈତିକ ସମୀକରଣକୁ ଜନ୍ମ ଦେବ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ବିଧାନ ସଭା ନିର୍ବାଚନ ଭୋଟ ଗଣନା ହେଉଛି। 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହି ପାଞ୍ଚଟି ରାଜ୍ୟର ଫଳାଫଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ। ଦିଲ୍ଲୀରେ ସରକାର ଗଠନ ପାଇଁ ଲକ୍ଷ୍ନୋର ରାସ୍ତା ପ୍ରଶସ୍ତ ହେବ ଆବଶ୍ୟକ ବୋଲି କୁହାଯାଏ। ଅର୍ଥାତ ୟୁପିରେ ଭଲ ପ୍ରଦର୍ଶନ କଲେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia