April 21, 2025

ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନୀଙ୍କ ବଡ ଘୋଷଣା, ଏତେ ଟଙ୍କା ଶସ୍ତା ହେଲା ବିଦ୍ୟୁତ୍

ଚଣ୍ଡିଗଡ଼ : ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ଏକ ବଡ଼ ଘୋଷଣା କରିଛନ୍ତି । ସୋମବାର ଅନୁଷ୍ଠିତ ପଞ୍ଜାବ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇ ରାଜ୍ୟରେ ବିଦ୍ୟୁତ ଦରରେ 3 ଟଙ୍କା ହ୍ରାସ କରାଯାଇଛି । ଏହି ନିଷ୍ପତ୍ତି ପଞ୍ଜାବର ଲୋକଙ୍କୁ କିଛିଟା ଆରାମ ଦେଇଛି,

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia