April 20, 2025

ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡ ବିଜେପିକୁ ଝଟକା, କଂଗ୍ରେସରେ ସାମିଲ ହେଲେ କ୍ୟାବିନେଟ ମନ୍ତ୍ରୀ ଯଶପାଲ ଆର୍ଯ୍ୟ

ଦେହରାଡୁନ୍ : ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଲାଗିଛି ଏକ ବଡ଼ ଝଟକା । କ୍ୟାବିନେଟ ମନ୍ତ୍ରୀ ଯଶପାଲ ଆର୍ଯ୍ୟ, ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟଙ୍କ ସମେତ ଅନେକ ନେତା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଯଶପାଲ ଆର୍ଯ୍ୟ ଏବଂ ସଞ୍ଜୀବ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia