April 29, 2025

ବିଧାନସଭାର ଶୁନ୍ୟକାଳରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ବିଚାର କରିବା ଲାଗି ସରକାରଙ୍କୁ ବାଚସ୍ପତିଙ୍କ ପରାମର୍ଶ

ଭୁବନେଶ୍ୱର : ବିଧାୟକ ମାନଙ୍କ ଦରମା ବୃଦ୍ଧି ପାଇଁ ଏକାଠି ହେଲେ ସବୁ ଦଳ । ବିଧାନସଭାର ଶୁନ୍ୟକାଳରେ ସରକାରଙ୍କ ନିକଟରେ ରଖିଲେ ଦାବି । ବିଧାନସଭାରେ ଉଠିଲା ବିଧାୟକ ମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି,କଂଗ୍ରେସ ଓ ବିଜେଡି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia